ଆଉ ହସୁନି ସୁନ୍ଦରୀ ମତ୍ସ୍ୟକନ୍ୟା

ଭୁବନେଶ୍ୱର: ହକି ବିଶ୍ୱକପ୍ ହେଉ ଅଥବା ଏକାମ୍ର ଉତ୍ସବ, ରାଜଧାନୀର ସୌନ୍ଦର୍ଯ୍ୟ ଆଖି ଝଲସାଇ ଦେଉଥିଲା। ରାସ୍ତାଘାଟରେ ରଙ୍ଗ, ରାସ୍ତାକଡ଼ର ଗଛପତ୍ରରେ ରଙ୍ଗିନ ଆଲୋକମାଳା, ସୁନ୍ଦର ଡଷ୍ଟବିନ୍‌ ଓ ପ୍ରମୁଖ ଛକରେ ସୁନ୍ଦର ମୂର୍ତ୍ତି ଭୁବନେଶ୍ୱରକୁ ନୂଆରୂପ ଦେଇଥିଲା। ବିଶେଷ କରି ଆଚାର୍ଯ୍ୟବିହାରରୁ ସୈନିକ ସ୍କୁଲ୍‌ ପର୍ଯ୍ୟନ୍ତ ରାସ୍ତାର ବାମପାର୍ଶ୍ଵ ପାଲଟିଥିଲା ଦର୍ଶନୀୟ ସ୍ଥାନ। ତା’ଭିତରେ ମତ୍ସ୍ୟକନ୍ୟାର ସ୍ଥାପତ୍ୟ ଥିଲା ସବୁଠୁ ଆକର୍ଷଣୀୟ। ହସ ହସ ମୁହଁରେ ସୁନ୍ଦରୀ ମତ୍ସ୍ୟକନ୍ୟା … Continue reading ଆଉ ହସୁନି ସୁନ୍ଦରୀ ମତ୍ସ୍ୟକନ୍ୟା